ପୁଞ୍ଜିବାଲା
ଦେଖଣା
ପୁଞ୍ଜିବାଲା
ଉଚ୍ଚାରଣ
[ସମ୍ପାଦନା](ପୁଞ୍ଜିଦାର୍, ପୁଞ୍ଜିବୁଆଲା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପୁଞ୍ଜିବାଲା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ନିକଟରେ ବେଶି ପରିମାଣରେ ଧନ ଅଛି —୧. A person who has a large hoard with him,.
- ୨. ବ୍ୟବସାୟରେ ଯେଉଁ ବ୍ୟକ୍ତି ମୂଳଧନ ଯୋଗାଇ ଥାଏ —୨. Capitalist.