ପୁଞ୍ଜି କିଆରି
ଦେଖଣା
ପୁଞ୍ଜି କିଆରି
ଉଚ୍ଚାରଣ
[ସମ୍ପାଦନା](ପୁଞ୍ଜି ବିଲ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଞ୍ଜ ଓ କେଦାର)
[ସମ୍ପାଦନା]ଯେଉଁ ଧାନ କିଆରିରେ ଜଳ ଅଧିକ ହେବାରୁ ଗୋଟିକିଆ ଧାନ ଗଛ ବଞ୍ଚି ପାରିବ ନାହିଁ ଓ ସେଥିଯୋଗୁଁ ଯେଉଁ କିଆରିରେ ପୁଞ୍ଜି ପୁଞ୍ଜି ହୋଇ ଧାନ ବୁଣା ଯାଏ— ବା ରୁଆଯାଏ —A water-logged field where paddy is sown or planted in clusters.