ପୁଞ୍ଜୀକୃତ
(ପୁଞ୍ଜୀକରଣ—ବି)
ଏକତ୍ର ଗଦା କରାଯାଇ ଥିବା; ଯାହା ପୂର୍ବରୁ ଇତସ୍ତତଃ ବିକ୍ଷିପ୍ତ ହୋଇଥିଲା ବର୍ତ୍ତମାନ ଗଦା କରାଯାଇ ଅଛି — Gathered together; made into a heap.