Jump to content

ପୁଟକିନୀ

ଉଇକିଅଭିଧାନ‌ରୁ

ପୁଟକିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁଟକ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ପଦ୍ମିନୀ; ପଦ୍ମ ସମୂହ —୧. A collection of lotus flowers.
୨. ପଦ୍ମଲତା; ପଦ୍ମନାଡ଼ — ୨. The stem of lotus plant.