Jump to content

ପୁଟଗ୍ରୀବ

ଉଇକିଅଭିଧାନ‌ରୁ

ପୁଟଗ୍ରୀବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ପଟ+ଗ୍ରାବା; ଯାହାର ଗ୍ରୀବାଦେଶ ଯୋଡ଼ା ହୋଇଅଛି)

[ସମ୍ପାଦନା]
୧. ଗରା (ହିନ୍ଦୀ - ଶ) — ୧. Metal jar; pitcher (Apte).
୨. ତମ୍ୱା ଗରା —୨. A copper jar (Apte).
୩. ଗଡ଼ୁ —୩. A spouted water-jug.