Jump to content

ପୁଟା

ଉଇକିଅଭିଧାନ‌ରୁ

ପୁଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ ଧାତୁ; ସଂସ୍କୃତ - ପୁଟ=ଥଳି; ପେଟ ଭିତରର ଥଳି)

[ସମ୍ପାଦନା]
୧. ଅନ୍ତବୁଜୁଳା; ଗର୍ଭସ୍ଥ ଅନ୍ତ୍ରାଦି — ୧. Bowels; intestine; entrails; viscera.

କାହାର ହାତୀ ଗୋଡ଼ ଘାତରେ ପୁଟାଟା ପେଟରୁ ବାହାରିଲା ହୋଇଣ ମେଞ୍ଚାଟା କୃଷ୍ଣସିଂହ. ମହାଭାରତ. ବନ

୨. ଫୁସ୍ ଫୁସ୍ ଯନ୍ତ୍ର —୨. Lungs.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ପୁଟ)

[ସମ୍ପାଦନା]

ବାଉଁଶିଆ — A small basket.