ପୁଟିଆ
ଦେଖଣା
ପୁଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଟିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିଚା ବା ଜଘଂର ମାଂସଳ ସ୍ଥାନକୁ ଆଙ୍ଗୁଠିଦ୍ୱାରା ଚୁମୁଟିବା —୧. Pinching the fleshy part of the thing or buttocks with the fingers.
- ୨. ମାଂସଳ ଚର୍ମବଳି — ୨. Fleshy or flabby folds of skin.
ପ୍ରାଦେଶିକ - (ସମ୍ୱଲପୁର). ବିଶେଷ୍ୟ -
[ସମ୍ପାଦନା]- ୧. ନଳିଗୋଡ଼ର ପଛ ପାଖର ମାଂସଳ ଅଂଶ; ଗୋଡ଼ ପେଣ୍ଡା —୧. The back fleshy part of the leg; calf of the leg.
- ୨. ଅନ୍ତପୁଟା; ଅନ୍ତ ବୁଜଳା —୨. Entrails.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଶଗଡ଼ ଚକର ପହି — The wooden rim of a cart-wheel.