Jump to content

ପୁଟିକା

ଉଇକିଅଭିଧାନ‌ରୁ

ପୁଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଟ+କ+ସ୍ତ୍ରୀ ଆ)

[ସମ୍ପାଦନା]
୧. ପୁଡ଼ିଆ — ୧. Packet.
୨. ଅଳେଇଚ —୨. Cardamom.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜଙ୍ଘ —୧. Thigh.

(ଶ୍ରୀକୃଷ୍ଣଙ୍କର) ଗ୍ରୀବା ପୁଟିକାକୋଷ ଘେନି ଅଟନ୍ତି ଅଙ୍ଗତିନି ପ୍ରାଚୀ ପୂର୍ଣ୍ଣତମଚନ୍ଦ୍ରୋଦୟ

୨. ନଳି ଗୋଡ଼ର ପଛର ମାଂସଳ ଅଂଶ — ୨. Calf of the leg.