ପୁଟିଙ୍ଗ୍
ଦେଖଣା
ପୁଟିଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ପୁଟିଙ୍ଗି, ପୁଟିଣି, ପୁଟିନି, ପୁଟୁଣି, ପୁଟିଂ,ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପୁଟ୍ଟି)
[ସମ୍ପାଦନା]ଚକ୍ ଖଡ଼ିର ଚୂନା ସଙ୍ଗରେ ଝୁଣା ଓ ଗର୍ଜନ ତେଲ ମିଶାଇ ତିଆରି କରାଯିବା କାଦୁଆ ଅଠା — Thick paste made of powdered chalk compounded with linseed oil; pitty.
[ଦ୍ରଷ୍ଟବ୍ୟ —ଏହାଦ୍ୱାରା କାଚଫଳକୁ ଆଲମାରୀର କାଠଫର୍ମାରେ ଲଗାଯାଏ ଓ ଏହା କାଠ କାମର ଫାଟରେ ଭର୍ତ୍ତି କରାଯାଏ]