ପୁଟୁଳି
(ପୁଟଳି—ଅନ୍ୟରୂପ)
ଛୋଟ ପୁଡ଼ା — Small packet.
ସେହି ମୁହୂର୍ତ୍ତରେ ମା ସାନ୍ତାଣୀ ବିଶ୍ୱାସୀ ପୋଇଲୀ ରାଧୀ ଆଉ ଗୋଟିଏ ପୁଟୁଳି ଧରି ଘରୁ ବାହାରି ଗଲେ—ଫକୀରମୋହନ. ଗଳ୍ପସ୍ୱଳ୍ପ