ପୁଟ୍ଲାଇବା
=== ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ପୁଟ୍ ଧାତୁ=ସଂଲଗ୍ନ ହେବା)
ଆଲିଙ୍ଗନ କରିବା; କୁଣ୍ଢାଇବା; ପୋଟାଳିବା — To embrace; to hug.