ପୁଟ ପତ୍ର
ଦେଖଣା
ପୁଟ ପତ୍ର
ଉଚ୍ଚାରଣ
[ସମ୍ପାଦନା](ପୁଟପତ୍ରୀ—ଅନ୍ୟରୂପ)
(ଗଞ୍ଜାମ—ପୋଡ଼ପତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ବନ୍ୟ ଗଛ — A kind of tree.
[ଦ୍ରଷ୍ଟବ୍ୟ —ଏହାର ପତ୍ରର କ୍ୱାଥ ସେବନ କରାଗଲେ ସ୍ତ୍ରୀମାନଙ୍କର ପ୍ରସବାନନ୍ତର ଜନ୍ମିବା ବିକାର, ଅର୍ଥାତ୍ ଜ୍ୱର, ଦାହ ଓ ଭ୍ରମ ପ୍ରଭୃତି ନିବାରିତ ହୁଏ—ଦ୍ରବ୍ୟଗୁଣ କଳ୍ପଦ୍ରୁମ ]