ପୁଟ ଭେଦନ
ଦେଖଣା
ପୁଟ ଭେଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନଗର; ସହର — ୧. Town; city.
କେଉଁ ସତୀ ସେ ପୁଟ—ଭେଦନେ ଅଛି ନଟ—ବର ସ୍ନେହୁ ନିପଟ ହୋଇ ନିରାଶ କବିସୂର୍ଯ୍ୟ. ସଙ୍ଗୀତ
- ୨. ଆତୋଦ୍ୟ; ଏକ ପ୍ରକାର ବାଜା —୨. A kind of musical instrument (Apte).
- ୩. (ଆଖି ପତା) ମେଲା କରିବା — ୩. The parting of the eyelides; opening (Apte).
- ୪. ଜଳାବର୍ତ୍ତ —୪. Whirlpool; eddy (Apte).