ପୁଡ଼ି
ଦେଖଣା
ପୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟୀ; ପୁଡ଼ାର ଆଦରାର୍ଥକ ଓ କ୍ଷୁଦ୍ରାର୍ଥକ ଆକାର)
[ସମ୍ପାଦନା]- ୧. ଛୋଟ ପୁଡ଼ା —୧. A small packet.
- ୨. ନାସା ପୁଟ —୨. The nostrils.
କି କରି ଫୁଲାଇ ସେ ନାସିକା ପୁଡ଼ି—ଭଞ୍ଜ. ସୁବର୍ଣ୍ଣରେଖା
- ୩. ଦୂବ, ଘାସ ପ୍ରଭୃତିର ସାନ ବିଡ଼ା — ୩. A small bunch of grass.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ପୁରୀ ପିଠା — Fried thin wheat-meal cake.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୧. ଶସ୍ୟାଦିର ପରିମାଣବିଶେଷ; ପଉଟୀ; ୨ ଗୌଣୀ —୧. A measure of corn.
- ୨. କରତର ବା ଦାଆର ଦାନ୍ତ — ୨. The teeth of a sickle or saw (Howells).