Jump to content

ପୁଡ଼ୁଗ

ଉଇକିଅଭିଧାନ‌ରୁ

ପୁଡ଼ୁଗ

ଉଚ୍ଚାରଣ

[ସମ୍ପାଦନା]

(ପୁଡ଼୍ଗ—ଅନ୍ୟରୂପ)

ପ୍ରାଦେଶିକ - (ଗଞ୍ଜାମ; ସମ୍ୱଲପୁର)—ବିଶେଷ୍ୟ -(ସଂସ୍କୃତ - ପୁଟକ)

[ସମ୍ପାଦନା]
୧. ଶସ୍ୟାଦିର ଓଳିଆ —୧. A round packet made of crushed straw for storing grains.
୨. ଧାନର ବଡ଼ ଓଳିଆ — ୨. Big round packet of straw containing paddy.

ମାଛ ବିନା ଅତଡ଼ିରେ ସେହି ଫେଣାଟା, ରହିଛି ହୋଇ କରି ପୁଡ଼ୁଗ ପରାଟା କୃଷ୍ଣସିଂହ, ମହାଭାରତ. ଉଦ୍ଯୋଗ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଶସ୍ୟାଦିର ପରିମାଣ ବିଶେଷ; ପୌଟି; ୨ ଖଣ୍ଡି — A measure of corn.

[ଦ୍ରଷ୍ଟବ୍ୟ —ମାଣ=୪୨: ଟଙ୍କା ଓଜନର ପରିମାଣ ପାତ୍ର; ଖଣ୍ଡି=୨ ମାଣ; ପୁଡ଼ୁଗ=୨ ଖଣ୍ଡି]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୧. ୧୬: ତାମ୍ୱି ପରିମାଣ —୧. A measure of corn equal to ୧୬୦ Tāmbis.