Jump to content

ପୁଣ୍ଡ

ଉଇକିଅଭିଧାନ‌ରୁ

ପୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁଣ୍ଡ ଧାତୁ+କର୍ତ୍ତୃ. ଅ; ଯାହା କପାଳକୁ ଶୋଭିତ କରେ)

[ସମ୍ପାଦନା]

କପାଳରେ ଓ ଭ୍ରୂଲତା ମଧ୍ୟରେ କଟାଯିବା ତିଳକ ବା ଚନ୍ଦନର ଚିତା —Mark of sandal paste painted on the forehead and between the eyebrows.