Jump to content

ପୁଣ୍ଡରୀ

ଉଇକିଅଭିଧାନ‌ରୁ

ପୁଣ୍ଡରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ପୁଣ୍ଡରିନ୍ ଶବ୍ଦ; ୧ମା. ୧ବ)

[ସମ୍ପାଦନା]

ସୁବାସିତପତ୍ର ଗୁଳ୍ମ ବିଶେଷ —A plant with scented leaves.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଶାଳ— ପର୍ଣ୍ଣୀର ପତ୍ର ପରି ଆକାରବିଶିଷ୍ଟ; ଏ ପତ୍ରମାନ ଈଷତ୍ ସୁଗନ୍ଧ ପତ୍ରର ରସ ଚକ୍ଷୁରୋଗରେ ହିତକର, ବୈଦ୍ୟକମତରେ ପୁଣ୍ଡରୀ ମିଠା, କଷା, ବୀର୍ଯ୍ୟବର୍ଦ୍ଧକ, ଶୀତଳ ଓ ନେତ୍ରହିତକର—ହିନ୍ଦୀ - ଶ.]