ପୁଣ୍ଡରୀକାକ୍ଷ
ଦେଖଣା
ପୁଣ୍ଡରୀକାକ୍ଷ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ପୁଣ୍ଡରୀକ=ଶ୍ୱେତପଦ୍ମ+ଅକ୍ଷି=ଚକ୍ଷୁ; ବହୁବ୍ରୀହି)
ଶ୍ୱେତପଦ୍ମ ପରି ସୁନ୍ଦର ଚକ୍ଷୁବିଶିଷ୍ଟ — Lotus-eyed; having eyes as graceful as the white lotus.
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁଙ୍କ ନାମ —A name of Bishṇu.
[ଦ୍ରଷ୍ଟବ୍ୟ —ମହାଭାରତରେ ଲେଖା ଅଛି 'ପୁଣ୍ଡରୀକ' ଅର୍ଥ ପରମ ସ୍ଥାନ ଓ 'ଅକ୍ଷ' ଅର୍ଥ; ଅବ୍ୟୟ ବାସୁଦେବ ପରମ ସ୍ଥାନରେ ବାସ କରନ୍ତି ଓ ତାହାଙ୍କର କ୍ଷୟ ନାହିଁ, ତେଣୁ ସେ ପୁଣ୍ଡରୀକାକ୍ଷ ନାମରେ ଅଭିହିତ]