ପୁଣ୍ଡରୀକ ବାସୁଦେବ
ଦେଖଣା
ପୁଣ୍ଡରୀକ ବାସୁଦେବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୁଣ୍ଡରୀକ ନାମଧାରୀ ଜଣେ ପୌରାଣିକ ରାଜା —Name of a king who wanted to be as famous as Bishṇu but failed.
[ଦ୍ରଷ୍ଟବ୍ୟ —ଏ ବିଷ୍ଣୁଙ୍କ ସଦୃଶ ବେଶଭୂଷା ଧରି ବିଷ୍ଣୁଙ୍କ ପରି ବିଖ୍ୟାତ ହେବାକୁ ଚେଷ୍ଟା କରି ହାସ୍ୟାସ୍ପଦ ହୋଇଥିଲେ ଏହାଙ୍କର ଅନ୍ୟ ନାମ ପୌଣ୍ଡ୍ରିକ ଓ ପୁଣ୍ଡୁରୀକ ରାଜା]