Jump to content

ପୁଣ୍ଡର୍ଯ୍ୟ

ଉଇକିଅଭିଧାନ‌ରୁ

ପୁଣ୍ଡର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଣ୍ଡ ଧାତୁ+ଅର୍ଯ୍ୟ)

[ସମ୍ପାଦନା]
୧. ପୁଣ୍ଡରୀ (ଦେଖ) - ୧. Puṇḍarī (See)
୨. ନେତ୍ର ରୋଗ ନିବାରିବା ଭୈଷଜ୍ୟ ଲତାବିଶେଷ — ୨. A medicinal creeper used in curing eye-diseases.