ପୁଣ୍ଡ୍ରବର୍ଦ୍ଧନ
ଦେଖଣା
ପୁଣ୍ଡ୍ରବର୍ଦ୍ଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ପୁଣ୍ଡ୍ରଦେଶର ପ୍ରାଚୀନ ରାଜଧାନୀ — Name of the capital of the ancient Puṇḍdra Deṡa.
[ଦ୍ରଷ୍ଟବ୍ୟ —ଏହା ହିନ୍ଦୁ ଓ ବୌଦ୍ଧମାନଙ୍କର ତୀର୍ଥରୂପେ ପରିଗଣିତ, ଏଠାରେ ସତୀଙ୍କର ଅଙ୍ଗ ପଡ଼ିଥିବାରୁ ଏହା ବିନ୍ଦୁପୀଠ ରୂପେ ପରି— ଗଣିତ କେହି କେହି ଏହାକୁ ଆଧୁନିକ ରଙ୍ଗପୁର, କେହି ପାବନା ଓ କେହି ମାଲଦହ ପାଖେ ଥିବାର ପହନ୍ତି—ହିନ୍ଦୀ - ଶ]