Jump to content

ପୁଣ୍ୟକ

ଉଇକିଅଭିଧାନ‌ରୁ

ପୁଣ୍ୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁଣ୍ୟ+କୈ ଧାତୁ=ବିସ୍ତାର କରିବା+ଅ)

[ସମ୍ପାଦନା]
୧. ପୁଣ୍ୟ ନିମନ୍ତେ କରାଯିବା ବ୍ରତ ଉପବାସାଦି — ୧. Religious observances.
୨. ବିଷ୍ଣୁ —୨. Bishṇu.
୩. ନିଜପୁତ୍ରର କଲ୍ୟାଣ କାମନାରେ ପୁତ୍ରବତୀ ଆଚରିତ ବ୍ରତ (ହିନ୍ଦୀ - ଶ) —୩. Religious fast observed by a woman for the good of own son