Jump to content

ପୁଣ୍ୟକ ବ୍ରତ

ଉଇକିଅଭିଧାନ‌ରୁ

ପୁଣ୍ୟକ ବ୍ରତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସନ୍ତାନ ଲାଭାର୍ଥ ସଧବାମାନଙ୍କର ନାନାପ୍ରକାର ବିଧି ସହିତ ଏକବର୍ଷକାଳ ବିଷ୍ଣୁପୂଜା — A religious vow observed by women for the period of a year by worshipping Bishṇu for being blessed with offsprings.