Jump to content

ପୁଣ୍ୟଜନ ପତି

ଉଇକିଅଭିଧାନ‌ରୁ

ପୁଣ୍ୟଜନ ପତି

ଉଚ୍ଚାରଣ

[ସମ୍ପାଦନା]

(ପୁଣ୍ୟଜନେଶ୍ୱର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଯକ୍ଷପତି; କୁବେର — ୧. The God of wealth.
୨. ଧାର୍ମିକ ଶ୍ରେଷ୍ଠ — ୨. An eminent person amongst the pious.

ବତ୍ସ ଧେନୁ ସଙ୍ଗେ ପୁଣ୍ୟଜନପତି (୧) ଦିଗୁ ପନ୍ୟଜନପତି (୨) ଯେ ଭଞ୍ଜ ବୈଦେହୀଶବିଳାସ