ପୁଣ୍ୟଦେହା
ପବିତ୍ରଶରୀରବିଶିଷ୍ଟ — Having a holy body.
ଭଲ ଜାଣିଛୁ ଆମ୍ଭେ ଏହା ତୁମ୍ଭ ସ୍ୱଭାବ ପୁଣ୍ୟଦେୟା—ଜଗନ୍ନାଥ, ଭାଗବତ