Jump to content

ପୁଣ୍ୟବନ୍ତ

ଉଇକିଅଭିଧାନ‌ରୁ

ପୁଣ୍ୟବନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପୁଣ୍ୟବନ୍ତା—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ପୁଣ୍ୟବତ୍ ଶବ୍ଦ)

[ସମ୍ପାଦନା]

ପୁଣ୍ୟବାନ୍ — Pious; religious.

ଧର୍ମ ଯୁକ୍ତଟି ହେଲେ ପୁଣ୍ୟବନ୍ତ ଲୋକ ପାଇବ ଯାଇ ଆହେ ଅବନୀ ନାୟକ କୃଷ୍ଣସିଂହ. ମହାଭାରତ ଆଦି