ପୁଣ୍ୟଭାଗୀ
(ପୁଣ୍ୟଭାଗିନୀ—ସ୍ତ୍ରୀ)
ପୁଣ୍ୟ କାର୍ଯ୍ୟରେ ବା ଫଳରେ ଯାହାର ଭାଗ ରହେ — Sharing in the merit due to a pious act.