ପୁଣ୍ୟଶ୍ଳୋକା
ଦେଖଣା
ପୁଣ୍ୟଶ୍ଳୋକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପୁଣ୍ୟଶ୍ଳୋକ+ଆ)
[ସମ୍ପାଦନା]ପୁଣ୍ୟଶ୍ଳୋକର ସ୍ତ୍ରୀଲିଙ୍ଗ —Feminine of Puṇyaṡḻokā.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ରୌପଦୀ — ୧. The queen of the Pāṇḍdaba brothers
- ୨. ସୀତା —୨. Sītā.
[ଦ୍ରଷ୍ଟବ୍ୟ —ପ୍ରାତଃକାଳରୁ ଉଠି ପୁଣ୍ୟଶ୍ଳୋକ ଓ ପୁଣ୍ୟଶ୍ଳୋକା ମାନଙ୍କ ନାମ ଉଚ୍ଚାରଣ କଲେ ମଙ୍ଗଳ ଓ ପୁଣ୍ୟଲାଭ ହୁଏ ବୋଲି ପୁରାଣରେ ଉପଦେଶ ଅଟେ]