Jump to content

ପୁଣ୍ୟା

ଉଇକିଅଭିଧାନ‌ରୁ

ପୁଣ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପୁଣ୍ୟ+ସ୍ତ୍ରୀ ଆ)

[ସମ୍ପାଦନା]
୧. ତୁଳସୀଗଛ — ୧. The holy Basil plant; Ocymum Sanctum.

[ଦ୍ରଷ୍ଟବ୍ୟ —ପୁରାଣ ଅନୁସାରେ 'ତୁଳସୀ' ବିଷ୍ଣୁଙ୍କର ପ୍ରିୟା ବୃନ୍ଦାବତୀଙ୍କର ଅବତାର ଓ ଆହାର ସେବା କଲେ ମନୁଷଷ୍ୟ ପୁଣ୍ୟଲାଭ କରେ]

୨. ପୁନଃ ପୁନା ନଦୀ (ଦେଖ) - —୨. The river Punaḥ punā (See)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପୁଣ୍ୟ+ଆ)

[ସମ୍ପାଦନା]

ପୁଣ୍ୟରସ୍ତ୍ରୀଲିଙ୍ଗ —Feminine of Puṇya.