Jump to content

ପୁଣ୍ୟାହ

ଉଇକିଅଭିଧାନ‌ରୁ

ପୁଣ୍ୟାହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୁଣ୍ୟ+ଅହନ୍; ୧ମା. ୧ବ.+

[ସମ୍ପାଦନା]
୧. ପବିତ୍ର ଦିବସ — ୧. sacred day; holy time.
୨. ଶୁଭ ଦିବସ —୨. Auspicious day; good day.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କର ଶୁଭ ଦିବସ କାମନାକାରୀ — Wishing any one a good day (Howells).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜମିଦାରମାନଙ୍କ ସୁନିଆ ବା ନବ ବର୍ଷର ପ୍ରଥମ ଅନୁକୂଳ ଦିନ —The zamindar's new year's day.

ଦେଶଜ - ଅ

[ସମ୍ପାଦନା]

ଆପଣଙ୍କର ଆଜି ଶୁଭଦିନ ହେଉ; (ଭେଟିବା ବ୍ୟକ୍ତିଙ୍କୁ ଅଭିବାଦନ) —(interjection) Good morning good day.