Jump to content

ପୁଣ୍ୟାହ ବାଚନ

ଉଇକିଅଭିଧାନ‌ରୁ

ପୁଣ୍ୟାହ ବାଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ପୁଣ୍ୟାହ+ବାଚନ)

[ସମ୍ପାଦନା]

ଦୈବ କର୍ମ ଓ ମାଙ୍ଗଳିକ କର୍ମର ଆଦ୍ୟରେ ସ୍ୱସ୍ତିବାଚନ ବା ସଂକଳ୍ପ —The benedictory prologue uttered before a vedic ceremony is begun.

[ଦ୍ରଷ୍ଟବ୍ୟ —ଦୈବ କର୍ମାଦି ଆରମ୍ଭ କପୂର୍ବବରୁ 'ସ୍ୱସ୍ତି ପୁଣ୍ୟାହଂ' ସ୍ୱସ୍ତି ପୁଣ୍ୟାହ, ସ୍ୱସ୍ତି ପୁଣ୍ୟାହଂ', ଅର୍ଥାତ୍ 'ଆଜି ପବିତ୍ର ଦିବସ ମଙ୍ଗଳ ମୟ ହେଉ' ଏହା ବାକ୍ୟ ୩ ଥର ବୋଲି ଅନୁଷ୍ଠେୟ କର୍ମର ସଂକଳ୍ପ ବାକ୍ୟ ବୋଲା ଯାଏ]