ପୁଣ୍ୟୋଦୟ
ଦେଖଣା
ପୁଣ୍ୟୋଦୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୁଣ୍ୟ+ଉଦୟ)
[ସମ୍ପାଦନା]- ୧. ପୁଣ୍ୟ କର୍ମ ଫଳ ସ୍ୱରୂପ ସୌଭାଗ୍ୟର ଉଦୟ ବବା ଆରମ୍ଭ — ୧. The dawning of good fortune as the result of one's holy action in the past life.
- ୨. ମନୁଷ୍ୟଠାରେ ପବିତ୍ରତାର ପ୍ରଥମ ଆବିର୍ଭାବ —୨. The first appearance of holiness or piety.
- ୩. ସୌଭାଗ୍ୟ —୩. Good fortune.