Jump to content

ପୁଣ୍ୟ କାଳ

ଉଇକିଅଭିଧାନ‌ରୁ

ପୁଣ୍ୟ କାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଗ୍ରହମାଙ୍କର ନିର୍ଦ୍ଦିଷ୍ଟସ୍ଥାନରେ ଉପସ୍ଥାନ ଯୋଗୁଁ ଯେଉଁ ପବିତ୍ର ବା ଶୁଭକାଳ ଉପସ୍ଥିତ ହୁଏ — Holy time; astrologically auspicious time.

[ଦ୍ରଷ୍ଟବ୍ୟ —ଏହି ସମୟରେ ହୋମ, ଦାନଆଦି କର୍ମ ବିଶେଷ ପୂଣ୍ୟପ୍ରଦ]