Jump to content

ପୁଣ୍ୟ କ୍ଷେତ୍ର

ଉଇକିଅଭିଧାନ‌ରୁ

ପୁଣ୍ୟ କ୍ଷେତ୍ର

ଉଚ୍ଚାରଣ

[ସମ୍ପାଦନା]

(ପୁଣ୍ୟଧାମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆର୍ଯ୍ୟାବର୍ତ୍ତ; ହିମାଳୟ ଓ ବିନ୍ଧ୍ୟାଚଳର ମଧ୍ୟବର୍ତ୍ତୀ ଦେଶ —୧. Northern India.
୨. ପରିକ୍ରଧାମ; ତୀର୍ଥ;ପୀଠ —୨. Holy land; a place of pilgrimage.