ପୁଣ୍ୟ ଜନ
ଦେଖଣା
ପୁଣ୍ୟ ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ପବିତ୍ର ବା ଧାର୍ମିକ ବ୍ୟକ୍ତି — ୧. Holy man.
- ୨. ଯକ୍ଷ —୨. A class of sereal beings.
- ୩. (ପୁନି=ପବିତ୍ରତା+ଅଜନ=ଯେ ଜାତ କରେ ନାହିଁ)— ରାକ୍ଷାସ —୩. Demon; fend.
ବାହାର ପୁଣ୍ୟଜନେ (୩) ହୋଇଲେ ବିହାର ପୁଣ୍ୟଜନେ(୧) କହିଲେ ଭଞ୍ଜନ ପୁଣ୍ୟଜନ(୨) କୁବେର ସେ ଦୀପ୍ତିମାନ—ଭଞ୍ଜ. ବୈଦେହୀଶବିଳାସ