ପୁଣ୍ୟ ଦର୍ଶନ
ଦେଖଣା
ପୁଣ୍ୟ ଦର୍ଶନ
ଉଚ୍ଚାରଣ
[ସମ୍ପାଦନା](ପୁଣ୍ୟଦର୍ଶନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହ ପୁଣ୍ୟ+ଦର୍ଶନ)
[ସମ୍ପାଦନା]ଯାହାଙ୍କୁ ଦେଖିଲେ ପୁଣ୍ୟଲାଭ ହୁଏ — Whose mere sight makes aperson holy.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚାଷପକ୍ଷୀ; ଭଦଭଦଳିଆ ପକ୍ଷୀ — The blue jay; the jfairy blue bird.
[ଦ୍ରଷ୍ଟବ୍ୟ —ବିଜୟା ଦଶମୀ ଦିନ ଏ ପକ୍ଷୀକୁ ଦର୍ଶନ କରିବା ପୁଣ୍ୟଜନକ ବୋଲି ଲୋକ ବିଶ୍ୱାସ କରନ୍ତି ସମ୍ୱଲପୁରବାସୀ ମାନେ ସେ ଦୁନ ଏ ପକ୍ଷୀର ଦର୍ଶନଲାଭ କରିବା ପାଇଁ ନାନାସ୍ଥାନ ଓ ବନ ଜଙ୍ଗଲ ଅନ୍ନେଷଣ କରନ୍ତି]