Jump to content

ପୁଣ୍ୟ ଫଳ

ଉଇକିଅଭିଧାନ‌ରୁ

ପୁଣ୍ୟ ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ)

[ସମ୍ପାଦନା]
୧. ସତ୍କାର୍ଯ୍ୟର ଫଳ — ୧. Fruits of piety.
୨. ସତ୍କାର୍ଯ୍ୟରେ ପୁରସ୍କାର — ୨. The reward for pious acts.
୩. କୁଞ୍ଜବନ; ଆରାମ; ଉପବନ — ୩. Pleasure-garden; grove.