Jump to content

ପୁଣ୍ୟ ଭୂ

ଉଇକିଅଭିଧାନ‌ରୁ

ପୁଣ୍ୟ ଭୂ

ଉଚ୍ଚାରଣ

[ସମ୍ପାଦନା]

(ପୁଣ୍ୟଭୂମି—ଅନ୍ୟରୂପ)

ସଂସ୍କୃତ - (କର୍ମାଧ)

[ସମ୍ପାଦନା]
୧. ଆର୍ଯ୍ୟାବର୍ତ୍ତ; ହିମାଳୟ ଓ ବିନ୍ଧ୍ୟାଚଳର ମଧ୍ୟବର୍ତ୍ତୀ ଦେଶ —୧. The country north of the Bindhya hills and south of the Himalayas.
୨. ପୀଠ; ତୀର୍ଥ —୨. Holy land.
୩. ପୁତ୍ରବତୀ ସ୍ତ୍ରୀ (ହିନ୍ଦୀ - ଶ.) — ୩. A woman blessed with a son or sons.