ପୁଣ୍ୟ ସ୍ଥାନ
ଦେଖଣା
ପୁଣ୍ୟ ସ୍ଥାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ତୀର୍ଥ — ୧. Sacred place. holy spot.
- ୨. (ଫଳିତ ଜ୍ୟୋତିଷ) ଜାତକରେ ଲଗ୍ନର ନବମସ୍ଥାନ — ୨. (Astrology) The ୯th place counted from one's logna in the horoscope.
[ଦ୍ରଷ୍ଟବ୍ୟ —ଏହି ସ୍ଥାନରେ ଥିବା ଗ୍ରାହକମାନଙ୍କଦ୍ୱାରା ଜାତି ବ୍ୟକ୍ତିର ପୁଣ୍ୟ ବା ପାପର ବିଚାର କରାଯାଏ]