ପୁତ
ପୁତ୍ର; ପୁଅ — Son.
(ଅବୟଃସ୍ଥ ବ୍ୟକ୍ତିମାନଙ୍କର ବାଳକମାନଙ୍କୁ ସମ୍ୱୋଧନ କରିବା ଶବ୍ଦ) ଆରେ ପୁଅ —୩. (A term used by elderly persons in addressing males much younger than themselves) Oh Son !