ପୁତଖାଈ
ଦେଖଣା
ପୁତଖାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁତଖାଈ
|
(ପୁତୁଖାଈ—ଅନ୍ୟରୂପ)
ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ପୁତ୍ର ଓ ଖାଦିନୀ; ସଂସ୍କୃତ - ପୁତ୍ରଜଗ୍ଧୀ; ସ୍ତ୍ରୀଲୋକଙ୍କର ସ୍ତ୍ରୀଲୋକଙ୍କୁ ଦିଆଯିବା ଗାଳି)
[ସମ୍ପାଦନା]- ୧. ପୁତ୍ରହା; ଯେ ଆପଣା ପୁଅକୁ ଖାଏ — (a term of abuse) ୧. A woman who devours her own son.
- ୨. ଡାହାଣୀ —୨. A witch.
- ୩. ଯାହାର ପୁଅ ମରି ଥାଏ — ୩. A woman who has lost her son.