ପୁତି
ପଥର ମାଳି; ଅଠଲି ମାଳି; ଛୋଟ ଛୋଟ କାଚ ଦାନାର ମାଳି — A necklace of small glass or stone of beads.
ଡଡ଼ାଇଲି ବିଛୁଆତି ଅଙ୍ଗେ, ମୋଚି ତେଜି ଖେଳୁଥିଲି ପୁତି ଘେନି ଚିନ୍ତାମଣି, ବିକ୍ରମାଦିତ୍ୟ