Jump to content

ପୁତ୍

ଉଇକିଅଭିଧାନ‌ରୁ

ପୁତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]

ଅପତ୍ରକ ବ୍ୟକ୍ତି ପାଇଁ କଳ୍ପିତ ନରକବିଶେଷ —A particular division of hell for the punishment of sonless persons.

[ଦ୍ରଷ୍ଟବ୍ୟ —ପୁତ୍ର ହେଲେ ମନୁଷ୍ୟ ଏହି ନରକରୁ ପାର ପାଏ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

କୁତ୍ସିତ —Nasty.