ପୁତ୍ତଳୀ
ଦେଖଣା
ପୁତ୍ତଳୀ
ଉଚ୍ଚାରଣ
[ସମ୍ପାଦନା](ପୁତ୍ତଳିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ପିତ୍ରକା ଶବ୍ଦର ପ୍ରାକୃତ ରୂପ; ଏ ଶବ୍ଦ ସଂସ୍କୃତ ଗ୍ରନ୍ଥମାନଙ୍କରେ ଦେଖାଯାଏ)
[ସମ୍ପାଦନା]- ୧. ପ୍ରତିମୂର୍ତ୍ତି; ପ୍ରତିମା —୧. Image.
- ୨. କଣ୍ଢେଇ —୨. Doll; puppet.
- ୩. ଜ୍ଞାତିମାନଙ୍କଠାରୁ ବହୁ ଦୂରରେ ମୃତ ଯେଉଁ ବ୍ୟକ୍ତିର ଶବ ମିଳେ ନାହିଁ, ଶବ ଦାହ କରିବା ପାଇଁ ପତ୍ରାଦିରେ ରଚିତ ଉକ୍ତ ବ୍ୟକ୍ତିର ମୂର୍ତ୍ତି — ୩. An effigy of leaves made of a person whose corpes is not available or traceable for cremation.