Jump to content

ପୁତ୍ତଳୀ ଦାହ

ଉଇକିଅଭିଧାନ‌ରୁ

ପୁତ୍ତଳୀ ଦାହ

ଉଚ୍ଚାରଣ

[ସମ୍ପାଦନା]

ପୁତ୍ତଳି(ଳୀ)ଦହନ, ପୁତ୍ତଳି(ଳୀ)ବିଧିଅନ୍ୟରୁପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ବହୁ ଦୂରରେ ମୃତ ବ୍ୟକ୍ତିର ବା ଯାହାର ଶବ ଦାହର୍ଥ ଜ୍ଞାତିମାନଙ୍କୁ ମିଳି ପାରେ ନାହିଁ, ପଳାଶ ଆଦି ପତ୍ରରେ ତାହାର ମୂର୍ତ୍ତି ନିର୍ମାଣ କରି ତାକୁ ଦାହ କରିବା ବିଧ; ପର୍ଣ୍ଣଦାହ —୧. The burning of the effigy of a person in the place of the actual corpse when the person has died abroad or whose corpse in not available for cremation (Apte)
୨. (ଆଧୁନିକ ବ୍ୟବହାର) କୌଣସି ଜୀବିତ ବ୍ୟକ୍ତିକୁ ଅପଦସ୍ଥ କରିବା ଉଦ୍ଦେଶ୍ୟରେ ତାହାର ମୂର୍ତ୍ତିକୁ ଦାହ କରିବା — ୨. (mordern practice) The burning of the effigy of a living person for the purpose of humiliating him in the eyes of the public.