Jump to content

ପୁତ୍ରକ

ଉଇକିଅଭିଧାନ‌ରୁ

ପୁତ୍ରକ

ଉଚ୍ଚାରଣ

[ସମ୍ପାଦନା]

ପୁତ୍ରକା, ପୁତ୍ରିକାସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଂ—(ପୁତ୍ର+ସ୍ୱାର୍ଥେ. କ)

[ସମ୍ପାଦନା]
୧. ପୁତ୍ର — ୧. Son.
୨. (ସଂବୋଧନ) ପୁତ୍ରପରି ସ୍ନେହର ପାତ୍ର — ୨. A term of endearment used in respect of a person whom one looks upon as his son.
୩. ଧୂର୍ତ୍ତ ବା ଶଠ ବ୍ୟକ୍ତି — ୩. A rogue; a cheat (Apte)
୪. ପତରଙ୍ଗ; ଝିଣ୍ଟିକା — ୪. Grass hopper; locust (Apte)
୫. କଣ୍ଢେଇ —୫. A doll; puppet (Apte)
୬. ଶରଭୋ; ଅଷ୍ଟପଦୀ କାଳ୍ପନିକ ଜୀବବିଶେଷ — ୬. A fabulous animals with ୮ feet (Apte).
୭. ଦୟା ବା କରୁଣା ପାତ୍ର — ୭. A pitiable person (Apte).
୮. ଅଳକ୍ତକ ପତ୍ରିକା (ଜ୍ଞାନେନ୍ଦ୍ର) —୮. A beaten cotton pad saturated with lac-dye.