ପୁତ୍ରପୌତ୍ରାଦି କ୍ରମେ
ଦେଖଣା
ପୁତ୍ରପୌତ୍ରାଦି କ୍ରମେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି. ବିଶେଷଣ - (କବାଲାରେ ଲେଖାଯିବା ଭାଷା, ସଂସ୍କୃତ - ପୁତ୍ରପୌତ୍ରାଦି କ୍ରମେଣ)
[ସମ୍ପାଦନା]ବାପ ପରେ ପୁଅ, ପୁଅ ପରେ ନାତି ଓ ନାତି ପରେ ଅଣନାତି ଏହିପରି କ୍ରମରେ (ସମ୍ପତ୍ତି ଭୋଗ କରିବା) — By heriditary succession.
(ଯଥା—ବିକ୍ରେୟ ସମ୍ପତ୍ତିରେ ଆପଣ ମୁସ୍ତରି ପୁତ୍ରପୌତ୍ରାଦି କ୍ରମେ ମାଲିକ ଓ ଦଖଲକାର ହେଲ, ହେବ, ହେଲେ ଓ ହେବେ)