ଦେଶଜ - ବିଶେଷଣ - (ଫୁ ଓ ସ୍ତ୍ରୀ; ସଂସ୍କୃତ - ପୁତ୍ର ଶୋକ+ଇନ୍)
[ସମ୍ପାଦନା]
ପୁତ୍ରର ମୃତ୍ୟୁ ବା ବିଚ୍ଚେଦଜିନିତ ଶୋକଦ୍ୱାରା ସନ୍ତପ — Sorrowing for the death of or separation from one's son.
ସେ ଅର୍ଜୁନ ଏବେଟି ପୁତ୍ରଶୋକୀ ହୋଇ ମାରିବ ମୋତେ ଯେ ପ୍ରତିଜ୍ଞା ଅଛି ବହି କୃଷ୍ଣସିଂହ ମହାଭାରତ ଦ୍ରୋଣ