Jump to content

ପୁତ୍ରିକ

ଉଇକିଅଭିଧାନ‌ରୁ

ପୁତ୍ରିକ

ଉଚ୍ଚାରଣ

[ସମ୍ପାଦନା]
(ପୁତ୍ରିକା—ସ୍ତ୍ରୀ) 

(ଅପୁତ୍ରୀକ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଂ. (ପୁତ୍ର+ଅଛି ଅର୍ଥରେ. କ;ଇ ଆଗମ)

[ସମ୍ପାଦନା]

ପୁତ୍ରଯୁକ୍ତ; ଯାହାର ପୁତ୍ର ହୋଇଅଛି; ପୁତ୍ରବାନ୍; ସପୁତ୍ର — Having a son.