ପୁତ୍ରିକା ପୁତ୍ର
ଦେଖଣା
ପୁତ୍ରିକା ପୁତ୍ର
ଉଚ୍ଚାରଣ
[ସମ୍ପାଦନା](ପୁତ୍ରିକାସୁତ—ଅନ୍ୟରୁପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ପୁତ୍ରିକା+ପୂତ୍ର)
[ସମ୍ପାଦନା]- ୧. (ପୁଂ) (ହିନ୍ଦୁସ୍ମୃତି) ଏହି କନ୍ୟାର ପୁତ୍ର ଜାତ ହେଲେ ସେ ମୋର ଉତ୍ତରାଧିକାରୀ ହେବ ବୋଲି ସଂକଳ୍ପ କରି ପିତା ଯେଉଁ କନ୍ୟାକୁ ବିବାହ ଦେଇ ଥାଆନ୍ତି ସେହି କନ୍ୟାଠାରୁ ଉତ୍ପନ୍ନ ସନ୍ତାନ (ମନୁ. ୯ ୧୨୭: ) —୧. (Hindu law) The son of one's appointed daughter; a daughter's son who, by previous appointment becomes the son of the sonless grandfather.
- ୨. (ସ୍ତ୍ରୀ) (ମ. ପ. ଲୋ) (ହିନ୍ଦୁସ୍ମୃତି; ମିତାକ୍ଷରା, ଯାଜ୍ଞବଲ୍ୟ ୨ ୧୨୮: ) ଅପୁତ୍ରକ ପିତାର ପୁତ୍ରରୂପେ ଯେଉଁ କନ୍ୟା ବିବାହ ପରେ ପିତୃଗୃହକୁ ଫେରି ଆସେ —୨. A daughter who, being regarded as a son, returns to her father's house after her marriage. (Apte).
- ୩. (ପୁଂ) ଦୌହିତ୍ର; କନ୍ୟାର ପୁତ୍ର — ୩. Grandson; one's daughter's son (Apte).